Home » photogallery » trending » MEXICO METRO TRAIN BRIDGE COLLAPSES 23 DEAD 1AD 040521

ମେଟ୍ରୋ ଟ୍ରେନ୍ ଯାଉଥିବା ବେଳେ ପୋଲ ଭୁଶୁଡ଼ିଲା; ୨ଟି ଡବା ରାସ୍ତା ଉପରେ ଝୁଲି ରହିଲେ; ୨୩ ମୃତ

Mexico City Metro Train Bridge Collapse Accident | ପୋଲ ତଳେ ଫସିଥିବା ଏକ କାର୍ ଭିତରୁ ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଟାଣି ବାହାର କରାଯାଇଥିଲା। ଦୁନିଆର ଅନ୍ୟତମ ସବୁଠୁ ବ୍ୟସ୍ତ ମେଟ୍ରୋ ଟ୍ରେନ୍ ସେବା ଥିବା ମେକ୍ସିକୋ ସିଟିରେ ଗତ ଅନେକ ଦଶନ୍ଧି ମଧ୍ୟରେ ଏହା ସବୁଠାରୁ ଭୟାନକ ଦୁର୍ଘଟଣା ।

  • |

ସାମ୍ପ୍ରତିକ ଖବର