Home » photogallery » trending » MAN KILLS 2 DAUGHTERS COMMITS SUICIDE AFTER WIFE DEATH IN GUJARAT 1AD 160621

ପତ୍ନୀଙ୍କ ମୃତ୍ୟୁ ପରେ ଯୁବକ ଏତେ ଭାଙ୍ଗିପଡ଼ିଲେ ଯେ ଦୁଇ ଝିଅଙ୍କୁ ହତ୍ୟା କରି ନିଜ ପ୍ରାଣ ନେଲେ

Man Kills 2 Daughters, Then Commits Suicide After Wife's Death in Gujarat | ‘‘ମୁଁ ଯାଉଛି । ମୋ’ ଦୁଇ ଝିଅଙ୍କୁ ବି ସାଙ୍ଗରେ ନେଇଯାଉଛି,’’ ସୁଇସାଇଡ୍ ନୋଟରେ ଲେଖିଯାଇଛନ୍ତି ଏହି ୨୮ ବର୍ଷୀୟ ଯୁବକ । ଦୁଃଖ ସୀମା ପାର୍ କଲେ ତାକୁ ସହି ନ ପାରି କିଛି ଲୋକ ପାଗଳପ୍ରାୟ କାର୍ଯ୍ୟ କରି ବସନ୍ତି ।

  • |