ପୂଜାର୍ଚ୍ଚନା କରିବା ସହ ମନ୍ଦିରକୁ ୧କୋଟି ୫୧ଲକ୍ଷଟଙ୍କା ଦାନ କରିଛନ୍ତି ଅମ୍ୱାନୀ ପରିବାର । ମୁକେଶ ଅମ୍ବାନୀ ଓ ଆକାଶ ଅମ୍ବାନୀ ଭଗବାନ ଶିବଙ୍କ ଅଭିଷେକ କରିଥିଲେ ଓ ପ୍ରାର୍ଥନା କରିଥିଲେ । ସମ୍ମାନ ସୂଚକ ମନ୍ଦିରର ପୁରୋହିତ ଚନ୍ଦନ ଲଗାଇଥିଲେ ଓ ମଠା ଦେଇଥିଲେ। ମନ୍ଦିର ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଟ୍ରଷ୍ଟର ସଭାପତି ପିକେ ଲାହିଡି ଓ ସଚିବ ଯୋଗେନ୍ଦ୍ରଭାଇ ଦେଶାଇ ସ୍ୱାଗତ କରିଥିଲେ