Home » photogallery » trending » LOVE STORY OF IAS AND IPS 2LPD 160223

ୟେ ଆଉ ଜଣେ IAS-IPS ଦମ୍ପତି; ଯିଏ ସମୟ ଅଭାବରୁ କରିଥିଲେ ନିଆରା ବିବାହ

IAS-IPS Love Story: ବିହାର କ୍ୟାଡରର ଆଇପିଏସ୍ ଅଧିକାରୀ ନବଜୋତ ସିମିଙ୍କୁ ନେଇ ନିକଟରେ ବେଶ୍ ଚର୍ଚ୍ଚାରେ ହୋଇଥିଲା। ବିବାହର ତିନି ବର୍ଷ ପୂରଣ ହେବା ଅବସରରେ ସେ ନିଜ ବିବାହର କିଛି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ, ଯାହାକୁ ଲୋକ ବହୁତ ପସନ୍ଦ ମଧ୍ୟ କରିଛନ୍ତି। ନବଜୋତ ସିମି ଏବଂ ତାଙ୍କ ସ୍ୱାମୀ ତୁଷାର ସିଙ୍ଗଲାଙ୍କ ପ୍ରେମ କାହାଣୀ ଚମତ୍କାର ଥିଲା, ଯାହା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ। ପ୍ରଥମେ କର୍ତ୍ତବ୍ୟ ପରେ ବ୍ୟକ୍ତିଗତ ଜୀବନ ବିଷୟରେ ଭାବିଥିଲେ ଏହି ଯୋଡି।

  • |

തത്സമയ വാര്‍ത്തകള്‍