Home » photogallery » trending » LINK PAN AND AADHAAR CARD BEFORE 31ST MARCH 2023

ହାତରେ ଅଛି କମ୍ ସମୟ; ମାର୍ଚ୍ଚ ୩୧ ପୂର୍ବରୁ କରନ୍ତୁ ପାନ-ଆଧାର ଲିଙ୍କ; ନଚେତ୍ ପରେ ଭରିବ ଟଙ୍କା

Pan-Aadhaar Link: ଆଧାର ସହିତ PANକୁ ସଂଯୋଗ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧। ଯଦି ମାର୍ଚ୍ଚ ୩୧ ସୁଦ୍ଧା PAN ଆଧାର ସହିତ ଲିଙ୍କ୍ ହୋଇନଥାଏ, ତେବେ ଆପଣଙ୍କର ପାନ୍ ନିଷ୍କ୍ରିୟ ହୋଇଯିବ ଓ ଆପଣ ବିଭିନ୍ନ ଆର୍ଥିକ କାରବାର କରିବାରେ ସମର୍ଥ ହେବେ ନାହିଁ।

  • |

തത്സമയ വാര്‍ത്തകള്‍