News 18 Odia Digital ଅମ୍ବାନୀ ପରିବାରରେ ଆରମ୍ଭ ହୋଇଛି ପ୍ରିଓ୍ବେଡିଂ ସେଲିବ୍ରେସନ। ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ଏନଗେଜମେଣ୍ଟ ସେରିମନି ଫଟୋ। ମଙ୍ଗଳବାର ଦିନ ଏହି ଦମ୍ପତି ସେମାନଙ୍କ ମେହେନ୍ଦୀ ସମାରୋହ ଆୟୋଜନ କରିଥିଲେ। ରାଧିକା ମର୍ଚାଣ୍ଟ ଏନ୍କୋର ହେଲଥ କେୟାରର ସିଇଓ ବିରେନ ମର୍ଚାଣ୍ଟଙ୍କ ଝିଅ। ଅନନ୍ତ ଏବଂ ରାଧିକା ପରସ୍ପରକୁ କିଛି ବର୍ଷ ଧରି ଜାଣିଛନ୍ତି, ଆସନ୍ତା ମାସରେ ସେମାନଙ୍କ ବିବାହର ଆନୁଷ୍ଠାନିକ ଯାତ୍ରା ଆରମ୍ଭ ହେବ।