Home » photogallery » trending » LESBIAN COUPLE ALLOWS LIVE TOGETHER KERALA HIGH COURT ADILA NASRIN FATIMA NOORA 2LPD 010622

Kerala Couple: ପ୍ରେମ ଲଢ଼େଇ ଜିତିଲେ ସମଲିଙ୍ଗୀ ଆଦିଲା ଓ ଫାତିମା; ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ଦୁଇ ଝିଅଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ କେରଳ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ସମଲିଙ୍ଗୀ ଦମ୍ପତି ୨୨ ବର୍ଷୀୟ ଆଦିଲା ନାସିରିନ୍ ଓ ୨୩ ବର୍ଷୀୟ ଫାତିମା ନୋରଙ୍କ ଦ୍ବାରା ଦାଖଲ ହୋଇଥିବା ହାବିସ୍ କର୍ପସ ଆବେଦନ ଉପରେ କୋର୍ଟ ଏକାଠି ରହିବାକୁ ଅନୁମତି ଦେଇଛନ୍ତି।

  • |

തത്സമയ വാര്‍ത്തകള്‍