Home » photogallery » trending » KUCH KUCH HOTA HAI LITTLE ANJALI NOW VERY GLAMOROUS 1AD 080421

‘କୁଛ କୁଛ ହୋତା ହୈ’ର ଅଞ୍ଜଳି ଏବେ ବଡ଼ ହୋଇ ଗ୍ଲାମରସ୍ ହୋଇଛନ୍ତି; ବୋଲ୍ଡ ଫଟୋ ଶେୟାର୍ କଲେ

୧୯୯୮ରେ ରିଲିଜ୍ ହୋଇଥିବା ସେହି ସୁପରହିଟ୍ ଫିଲ୍ମରେ ସନା ସଇଦ୍ ଶାହାରୁଖ ଖାନଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ । ସେହି ଛୋଟ ଝିଅଟି ଏବେ ୩୨ ବର୍ଷ ବୟସରେ ପହଞ୍ଚିଛନ୍ତି ଓ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି ।

  • |