ଆଜିକୁ ୨୨ ବର୍ଷ ପୂର୍ବେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଶାହରୁଖ ଖାନଙ୍କ ସୁପରହିଟ୍ ଫିଲ୍ମ ‘କୁଛ କୁଛ ହୋତା ହୈ’ରେ (Kuch Kuch Hota hai) ପାପାଙ୍କ ପରୀ ଅର୍ତାତ୍ ଅଞ୍ଜଳି ଭୂମିକା କରିଥିବା ସନା ସଇଦ୍ (Sana Saeed) ଏବେ ୩୨ ବର୍ଷର ହେଲେଣି । ଲୋକେ ତାଙ୍କ ଚିତ୍ତାକର୍ଷକ ଷ୍ଟାଇଲରେ ଭାରି ପ୍ରଭାବିତ ହେଉଛନ୍ତି । ଆଜିକାଲି ସନାଙ୍କ କେତେକ ଫଟୋ ସୋସିଆଲ୍ ମିଡି଼ଆରେ ଭାଇରାଲ୍ ହେବାରେ ଲାଗିଛି । ସେଥିରେ ତାଙ୍କ ଗ୍ଲାମର୍ ଦେଖାଯାଉଛି ।