Home » photogallery » trending » KNOW HOW EASY IT IS TO BUY DANGEROUS WEAPONS IN AMERICA 2JDB 0111

ଜାଣନ୍ତୁ; କେତେ ସହଜ ଆମେରିକାରେ ବିପଜ୍ଜନକ ଅସ୍ତ୍ରଶସ୍ତ୍ର କିଣିବା

ଆମେରିକାରେ ପ୍ରତି ୧୦୦ ଜଣ ଜନସଂଖ୍ୟା ମଧ୍ୟରୁ ହାରାହାରି ୮୮ ଜଣଙ୍କ ପାଖରେ ବନ୍ଧୁକ ଅଛି । ଏଠାରେ ସର୍ବସାଧାରଣ ସ୍ଥାନ, ଏପରିକି ଅଫିସକୁ ଯିବା ସମୟରେ ମଧ୍ୟ ଲୋକମାନେ ନିଜ ସାଥିରେ ବନ୍ଧୁକ ନେଇପାରନ୍ତି ।

  • |