କରୀନା କପୁର ଖାନ (Kareena Kapoor Khan) ଓ ତାଙ୍କ ପତି ସୈଫ୍ ଅଲି ଖାନଙ୍କ (Saif Ali Khan) ବଡ ପୁଅ ତୈମୁର ଅଲି ଖାନ୍ (Taimur Ali Khan) ନିଜ ମା’ ଓ ନବଜାତ ଭାଇଙ୍କୁ ଭେଟିବାକୁ ଆସି ପହଞ୍ଚିବା ମାତ୍ରେ ଫଟୋଗ୍ରାଫରମାନେ ତାଙ୍କ ଫଟୋ ଉଠାଇବା ଆରମ୍ଭ କରିଦେଇଥିଲେ । ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ ବାହାରେ ତୈମୁରଙ୍କୁ ଦେଖିବାକୁ ମିଳିଥିଲା । ସେ ତାଙ୍କ ଆଈଙ୍କ ସହ ଥିଲେ ।