ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
କାଜଲ ଅଗ୍ରୱାଲ ହନିମୁନ୍ ପାଳନ କରିବାକୁ ମାଲଦ୍ୱୀପରେ ପହଞ୍ଚିଲେ; ନାଲି ରଙ୍ଗର ଡ୍ରେସରେ ଭାଇରଲ ହେଲା Glamorous Pics
କାଜଲ ଅଗ୍ରୱାଲ (Kajal Aggarwal) ନିକଟରେ ନିଜ ପ୍ରେମିକ ଗୌତମ କିଚଲୁଙ୍କୁ (Gautam Kitchlu) ବିବାହ କରିଥିଲେ ଓ ଏହା ପରେ ସେ ହନିମୁନ୍ କରିବାକୁ ମଧ୍ୟ ବାହାରି ଯାଇଛନ୍ତି ।
1/ 5

ନୂଆ ଦିଲ୍ଲୀ: ସାଉଥରୁ ନେଇ ବଲିଉଡ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ନିକଟରେ ତାଙ୍କ ପ୍ରେମିକ ଗୌତମ କିଚଲୁଙ୍କୁ ବିବାହ କରିଥିଲେ ଓ ଏହା ପରେ ସେ ହନିମୁନ୍ କରିବାକୁ ମଧ୍ୟ ବାହାରି ଯାଇଛନ୍ତି । କାଜଲଙ୍କ ହନିମୁନ୍ର କିଛି ଫଟୋ ଏହି ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।(ଫଟୋ ସୌଜନ୍ୟ: Instagram @kajalaggarwalofficial)
2/ 5

କହି ରଖୁଛୁ ଯେ କାଜଲ ନିଜ ସ୍ୱାମୀଙ୍କ ସହ ମାଲଦ୍ୱୀପକୁ ହନିମୁନ୍ ପାଇଁ ଯାଇଛନ୍ତି । (ଫଟୋ ସୌଜନ୍ୟ: Instagram @kajalaggarwalofficial)<br />
3/ 5

ଏହି ସମୟରେ କାଜଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମାଲଦ୍ୱୀପର ଅନେକ ଫଟୋ ସେୟାର କରିଥିଲେ । (ଫଟୋ ସୌଜନ୍ୟ: Instagram @kajalaggarwalofficial)<br />
4/ 5

କାଜଲ ସେୟାର କରିଥିବା ଗୋଟିଏ ଫଟୋରେ ସେ ନିଜ ସ୍ୱାମୀଙ୍କ ସହ ମଧ୍ୟ ନଜର ଆସିଛନ୍ତି । (ଫଟୋ ସୌଜନ୍ୟ: Instagram @kajalaggarwalofficial)<br />