Home » photogallery » trending » JAYA KISHORI SAID REAL MEANING OF RASLEELA STATEMENT

ଜୟା କିଶୋରୀଙ୍କ ବୟାନରେ ଆଶ୍ଚର୍ଯ୍ୟ ଭକ୍ତ; ବୁଝାଇଲେ ରାସଲୀଳାର ପ୍ରକୃତ ଅର୍ଥ

Jaya Kishori Viral Statement: ଆଜିକାଲି ସାରା ଦେଶରେ ପ୍ରସିଦ୍ଧ ମୋଟିଭେସନାଲ ସ୍ପିକର ଜୟା କିଶୋରୀଙ୍କୁ ନେଇ ବେଶ୍ ଚର୍ଚ୍ଚା। ତାଙ୍କ ବାଣୀ ଶୁଣିବାକୁ ଲୋକଙ୍କ ଭିଡ଼ ଖୁବ୍ ଜମୁଛି। ହେଲେ ଇତିମଧ୍ୟରେ ସେ ଭଗବାନ ଶ୍ରୀକୃଷ୍ଣଙ୍କ ରାସଲୀଳା ବିଷୟରେ ଏମିତି କହିଛନ୍ତି, ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ।

  • |

ସାମ୍ପ୍ରତିକ ଖବର