'ଜନ୍ନତ୍' ଫିଲ୍ମର ଅଭିନେତ୍ରୀ ସୋନାଲ ଚୌହାନଙ୍କ ଫଟୋ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି
ଇମ୍ରାନ୍ ହାଶମିଙ୍କ ୨୦୦୮ ଫିଲ୍ମ ‘ଜନ୍ନତ୍’ର ଅଭିନେତ୍ରୀ ସୋନାଲ୍ ଚୌହାନଙ୍କୁ (Sonal Chauhan) ଆପଣ ମନେ ରଖିଥିବେ । ଆଜିକାଲି ଯଦିଓ ସେ ବଡ଼ ପରଦାରେ କମ୍ ଦେଖାଯାଉଛନ୍ତି, ସେ ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ରହୁଛନ୍ତି ।

୨୦୦୮ରେ ମୁକ୍ତିଲାଭ କରିଥିବା ଇମ୍ରାନ୍ ହାଶମିଙ୍କ ଫିଲ୍ମ ‘ଜନ୍ନତ୍’ର ଅଭିନେତ୍ରୀ ସୋନାଲ୍ ଚୌହାନଙ୍କୁ (Sonal Chauhan) ଆପଣ ମନେ ରଖିଥିବେ । ଆଜିକାଲି ଯଦିଓ ସେ ବଡ଼ ପରଦାରେ କମ୍ ଦେଖାଯାଉଛନ୍ତି, ସେ ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ରହୁଛନ୍ତି ।

ସୋନାଲଙ୍କର କେତେକ ବୋଲ୍ଡ ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ସେଇଥି ପାଇଁ ସେ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ।

ସୋନାଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଅନେକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବୋଲ୍ଡ ଅବତାରରେ ଦେଖାଯାଉଛନ୍ତି ।

ନିକଟରେ ସୋନାଲ୍ ନୂଆ ବର୍ଷ ଛୁଟି ପରେ ଗୋଆରୁ ଫେରିଛନ୍ତି । ସେ ଗୋଆରୁ ବି ଇନଷ୍ଟାଗ୍ରାମରେ ନିଜର ବୋଲ୍ଡ ଫଟୋ ଶେୟାର କରୁଥିବା ଦେଖିବାକୁ ମିଳିଥିଲା ।

ଏବେ ସୋନାଲଙ୍କ ଏହି ସବୁ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଇନଷ୍ଟାଗ୍ରାମରେ ସୋନାଲଙ୍କ ଏହି ଫଟୋଗୁଡ଼ିକୁ ଲୋକେ ବହୁତ ପସନ୍ଦ କରୁଛନ୍ତି ।

ଏହି ସବୁ ଫଟୋରେ ସୋନାଲ ଚୌହାନଙ୍କୁ ଅତି ଗରମ ଅବତାରରେ ଦେଖିବାକୁ ମିଳିଛି । ଅଭିନେତ୍ରୀଙ୍କ ଏହି ଶୈଳୀ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ମଧ୍ୟ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି ।

ଇନଷ୍ଟାଗ୍ରାମରେ ସୋନାଲଙ୍କ ପ୍ରତ୍ୟେକ ଫଟୋ ଉପରେ ଲକ୍ଷ ଲକ୍ଷ ଲାଇକ୍ ଆସୁଛି । ସୋସିଆଲ ମିଡ଼ିଆରେ ସୋନାଲଙ୍କ ସୌନ୍ଦର୍ଯ୍ୟକୁ ଲୋକେ ପସନ୍ଦ କରୁଛନ୍ତି ।

ସୋସିଆଲ ମିଡ଼ିଆରେ ସୋନାଲଙ୍କର ଖୁବ୍ ବଡ଼ ଫ୍ୟାନ୍ ଫଲୋଇଂ ଅଛି । ସୋନାଲ ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ ରହନ୍ତି ଓ ନିଜ ସଦ୍ୟ ଫଟୋ ଶେୟାର କରନ୍ତି ।