Home » photogallery » trending » JANHVI KAPOOR SEEN IN BODYCON DRESS LIKE NORA FATEHI 1AD 120721

ଜାହ୍ନବୀ କପୁର ବି ନୋରା ଫତେହିଙ୍କ ପରି ବଡିକୋନ୍ ଡ୍ରେସ୍ ପିନ୍ଧି ନିଜ ରୂପର ଯାଦୁ ଦେଖାଇଲେ

Janhvi Kapoor seen in bodycon dress like Nora Fatehi | ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର (Janhvi Kapoor) ଏହି ଫଟୋଗୁଡ଼ିକୁ ଶେୟାର୍ କରିବାର ମାତ୍ର ପାଞ୍ଚ ଘଣ୍ଟା ମଧ୍ୟରେ ସେଗୁଡ଼ିକୁ ପ୍ରାୟ ସାଢ଼େ ଆଠ ଲକ୍ଷ ଲାଇକ୍ ମିଳିଥିଲା । ସେଲିବ୍ରିଟିମାନେ ବି ଏହି ଫଟୋଗୁଡ଼ିକ ଉପରେ ଜୋରଦାର୍ ମନ୍ତବ୍ୟ ଦେଉଛନ୍ତି ।

  • |