Home » photogallery » trending » JAMES ANDERSON COMPLETED 600 WICKETS BY DISMISSING AZHAR ALI MADE THIS WORLD RECORD 2JDB 2608

ଅଜହର ଅଲ୍ଲୀଙ୍କୁ ଆଉଟ କରି ଜେମ୍ସ ଆଣ୍ଡରସନ ପୂରାକଲେ ୬୦୦ ୱିକେଟ୍; ରଚିଲେ ବିଶ୍ୱ ରେକର୍ଡ଼

ପାକିସ୍ତାନ ବିପକ୍ଷ ସାଉଥମ୍ପଟନ୍ ଟେଷ୍ଟରେ ଜେମ୍ସ ଆଣ୍ଡରସନ୍ ୬୦୦ ଟେଷ୍ଟ ୱିକେଟ୍ ହାସଲ କରିବାରେ ସଫଳତା ହାସଲ କରିଛନ୍ତି । ଏହି ସଫଳତା ହାସଲ କରିବାରେ ସେ ବିଶ୍ୱର ପ୍ରଥମ ଦ୍ରୁତ ବୋଲର ଅଟନ୍ତି ।

  • |