ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ସେୟାର କରିବା ମାତ୍ରେ ଭାଇରଲ ଏହି PICS; ଆପଣ ଏହାକୁ ମିସ୍ କରି ନାହାନ୍ତି ତ?
ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ (Jacqueline Fernandez) ଗୋଟିଏ କିମ୍ବା ଦୁଇଟି ନୁହଁ ଅନେକ ଫଟୋ ନିଜ ପ୍ରଶଂସକଙ୍କ ପାଇଁ ସେୟାର କରିଛନ୍ତି । ଜ୍ୟାକଲିନଙ୍କ ଏହି ସୁନ୍ଦର ଫଟୋ ଗୁଡିକ ଇଣ୍ଟରନେଟରେ ନିଆଁ ଲଗାଉଛି ।

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ (Jacqueline Fernandez) ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି । ନିକଟରେ ସେ ଅନେକ ବୋଲ୍ଡ ଫଟୋ ସେୟାର କରିଛନ୍ତି । ଯାହାର ଚର୍ଚ୍ଚା ବହୁତ ହେଉଛି । ପ୍ରଶଂସକମାନେ ତାଙ୍କର ଏହି ଫଟୋକୁ ପ୍ରଶଂସା ନ କରି ରହି ପାରୁନାହାନ୍ତି । (ଫଟୋ ସୌଜନ୍ୟ -@jacquelinef143/Instagram)

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ଏହି ଫଟୋ କୌଣସି ଫଟୋସୁଟର ଏକ ଅଂଶ ନୁହଁ ବରଂ ନିଜର ପରବର୍ତ୍ତୀ ପ୍ରୋଜେକ୍ଟରର ଏକ ଟିଜର । ତେବେ ସେ ନିଜ ପ୍ରୋଜେକ୍ଟ She Rox Life କୁ ନେଇ ଅଧିକ କିଛି ଖୁଲାସା କରି ନାହାଁନ୍ତି । (ଫଟୋ ସୌଜନ୍ୟ -@jacquelinef143/Instagram)

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ଇନଷ୍ଟାଗ୍ରାମରେ ଏକ ବାଲେଟ୍ ଡ୍ୟାନ୍ସ ଡ୍ରେସ ପିନ୍ଧି ଗ୍ଲାମରସ୍ ଫଟୋ ସେୟାର କରିଛନ୍ତି । (ଫଟୋ ସୌଜନ୍ୟ -@jacquelinef143/Instagram)

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ (Jacqueline Fernandez) ଗୋଟିଏ କିମ୍ବା ଦୁଇଟି ନୁହଁ ଅନେକ ଫଟୋ ନିଜ ପ୍ରଶଂସକଙ୍କ ପାଇଁ ସେୟାର କରିଛନ୍ତି । ଜ୍ୟାକଲିନଙ୍କ ଏହି ସୁନ୍ଦର ଫଟୋ ଗୁଡିକ ଇଣ୍ଟରନେଟରେ ନିଆଁ ଲଗାଉଛି । (ଫଟୋ ସୌଜନ୍ୟ -@jacquelinef143/Instagram)

ଯେପରି ଭାବରେ ସେ ନିଜ ଶରୀରକୁ ଫ୍ଲେକ୍ସିବଲ କରୁଥିବାର ନଜର ଆସୁଛନ୍ତି ତାହା କରିବା ଏତେ ସହଜ ନୁହେଁ । (ଫଟୋ ସୌଜନ୍ୟ -@jacquelinef143/Instagram)

ଫଟୋ ସେୟାର କରିବାବେଳେ ଜ୍ୟାକଲିନ୍ ସସପେନ୍ସ ବଜାୟ ରଖିଥିଲେ । କ୍ୟାପସନରେ ଜ୍ୟାକଲିନ୍ ଲେଖିଛନ୍ତି- ଖୁବ୍ ଶୀଘ୍ର କିଛି ନୂଆ ଆସୁଛି । (ଫଟୋ ସୌଜନ୍ୟ -@jacquelinef143/Instagram)

ଜ୍ୟାକଲିନଙ୍କ ପୋଷ୍ଟରେ ଶିଳ୍ପା ଲେଖିଛନ୍ତି ଓଫ! ତୁମେ ଏହି ଝିଅକୁ ଦେଖ, ମହାନ! ୟାମି ଗୌତମ ସମାନ ଭାବିଛନ୍ତି ଓ ଲେଖିଛନ୍ତି, ଆଶ୍ଚର୍ଯ୍ୟଜନକ । (ଫଟୋ ସୌଜନ୍ୟ -@jacquelinef143/Instagram)