Home » photogallery » trending » IPL COUNTDOWN 24 DAYS FOR THE FIRST TIME PUNJAB REACHED THE FINAL LOST TO KING KHAN TEAM BECAME KOLKATA KNIGHT RIDERS FOR THE SECOND TIME 2JDB 2608

IPL Countdown 24 Days: ୨୦୧୪ ରେ KKR ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ପଞ୍ଜାବ ଦଳକୁ ହରାଇ ଦ୍ୱିତୀୟ ଥର ପାଇଁ ଚମ୍ପିୟାନ ହୋଇଥିଲା

IPL Countdown 24 Days: ୨୦୧୪ ମସିହାରେ କୋଲକାତା ନାଇଟ୍ ରାଇଡର୍ସ ଦ୍ୱିତୀୟ ଥର ଆଇପିଏଲ୍ ଟାଇଟଲ୍ ଜିତିଥିଲା । ୟୁଏଇରେ ଏହି ଚାଲିଥିବା ଏହି ସିଜିନରେ କିଛି ମ୍ୟାଚ୍ ମଧ୍ୟ ଖେଳାଯାଇଥିଲା ।

  • |
)}