Home » photogallery » trending » IPL 2021 MUMBAI INDIANS ARRIVE IN DELHI AMIDST FEAR OF CORONA RAHUL CHAHAR SEEN WITH GIRLFRIEND 2JDB 250421

କୋରୋନା ଭୟ ମଧ୍ୟରେ ଦିଲ୍ଲୀ ପହଞ୍ଚିଲା ମୁମ୍ବାଇ ଇଣ୍ଡିଆନ୍ସ; ପ୍ରେମିକା ସହ ନଜର ଆସିଲେ ରାହୁଲ ଚହର

ଆଇପିଏଲ ଇତିହାସର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀରେ ପହଞ୍ଚିଛି । ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ସମେତ ଆଇପିଏଲର ଚାରିଟି ଦଳ ୨୮ ଏପ୍ରିଲରୁ ଏଠାରେ ୮ ଟି ମ୍ୟାଚ୍ ଖେଳିବେ ।

  • |

തത്സമയ വാര്‍ത്തകള്‍