ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
1/ 4

ମୁମ୍ବାଇ ଇଣ୍ଡିଆନ୍ସର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରବିବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଚମତ୍କାର ଇନିଂସ ଖେଳିଛନ୍ତି । ପାଣ୍ଡ୍ୟା ମଧ୍ୟ ଏହି ଇନିଂସରେ ସାତଟି ଛକା ଓ ଦୁଇଟି ଚୌକା ସହ ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଛନ୍ତି । (IPL-Twitter)
2/ 4

ପାଣ୍ଡ୍ୟା ରବିବାରର ମ୍ୟାଚ୍ରେ ଯେଉଁ ୭ଟି ଛକା ମାରିଥିଲେ ସେଥିରୁ ଚାରିଟି ଛକା ଗୋଟିଏ ଓଭରରେ ମାରିଥିଲେ । ପାଣ୍ଡ୍ୟା ରାଜସ୍ଥାନ ତରଫରୁ ୧୮ ତମ ଓଭର କରିବାକୁ ଆସିଥିବା ଅଙ୍କିତ ରାଜପୁତଙ୍କ ଓଭରରେ ଚାରିଟି ଛକା ମାରିଥିଲେ । ପାଣ୍ଡ୍ୟା ଓଭରର ପ୍ରଥମ, ଚତୁର୍ଥ, ପଞ୍ଚମ ଓ ଶେଷ ବଲରେ ଛକା ମାରିଥିଲେ । (Twitter)
3/ 4

ଆଇପିଏଲରେ ଏହା ଦ୍ୱିତୀୟ ଥର ହୋଇଛି ଯେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଓଭରରେ ଚାରି ଛକା ମାରିଥିଲେ । ତାଙ୍କ ବ୍ୟତୀତ ସିକ୍ସର୍ କିଙ୍ଗ ଯୁବରାଜ ସିଂ, ଭାରତୀୟ ଅଧିନାୟକ ବିରାଟ କୋହଲି, ଶ୍ରେୟସ୍ ଆୟର, ଇଶାନ କିଶନ ଓ ରାହୁଲ ତିୱାଟିଆ ପଛରେ ପକାଇଛନ୍ତି ଯିଏ କେବଳ ଏହି କାରନାମା ଥରେ ମାତ୍ର କରିଛନ୍ତି । (Twitter)