Home » photogallery » trending » IPL 2020 DELHI CAPITALS CORONA HIT AFTER CHENNAI KEY TEAM MEMBER FOUND INFECTED 2JDB 07079

IPL 2020: ଚେନ୍ନାଇ ସୁପର କିଙ୍ଗ୍ସ ପରେ ଦିଲ୍ଲୀର କ୍ୟାପିଟାଲର ପ୍ରମୁଖ ସଦସ୍ୟ ହେଲେ କରୋନା ସଂକ୍ରମିତ

ଦିଲ୍ଲୀ କ୍ୟାପିଟାଲ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ୧୧ ଜଣ ସଦସ୍ୟ ଓ ଦୁଇ ଖେଳାଳି କରୋନା ଦ୍ୱାରା ସଂକ୍ରମିତ ହୋଇଥିଲା । ଏହା ପରେ ପୁରା ଦଳକୁ ସଙ୍ଗରୋଧ ରଖାଯାଇଥିଲା ।

  • |