IPL ର ଜଣେ ବରିଷ୍ଠ ଅଧିକାରୀ ଗୋପନୀୟତା ସର୍ତ୍ତରେ ପିଟିଆଇକୁ (PTI) କହିଛନ୍ତି ଯେ ''ବିସିସିଆଇ (BCCI) ଦଳର ଜଣେ ସଦସ୍ୟ କୋଭିଡ -୧୯ ଟେଷ୍ଟରେ ପଜିଟିଭ ହୋଇଛନ୍ତି । ସେ କ୍ରିକେଟ୍ ଅପରେସନ୍ ଦଳ କିମ୍ବା ମେଡିକାଲ୍ ଟିମ୍ ସହିତ ଜଡିତ ଥିଲେକି ନାହିଁ ମୁଁ ଆପଣଙ୍କୁ କହିପାରିବି ନାହିଁ । ପରୀକ୍ଷା ଚାଲିଛି ଓ ସମସ୍ତେ ସୁସ୍ଥ ଅଛନ୍ତି ଓ କାହାର ଏହି ରୋଗର ଲକ୍ଷଣ ନାହିଁ। ''(PTI)