Home » photogallery » trending » INTERNATIONAL STUDIES MONKEYS NERVOUS JUST LIKE HUMANS AMERICAN SCIENTIST LATEST STUDY 3SSD 260821

ଆମେରିକା ବୈଜ୍ଞାନିକନଙ୍କ ଦାବି: ମଣିଷଙ୍କ ଭଳି ମାଙ୍କଡ଼ ବି ଚାପରେ ରୁହନ୍ତି; ଶ୍ୱାସରୁଦ୍ଧ ଅନୁଭବ କରନ୍ତି

କାର୍ଯ୍ୟଦକ୍ଷତାର ଚାପ ଯୋଗୁଁ ବେଳେ ବେଳେ ମାଙ୍କଡ଼ମାନେ ଶ୍ୱାସରୁଦ୍ଧ ଅନୁଭବ କରନ୍ତି। ଯେତେବେଳେ ପୁରସ୍କାର ଜିତିବା କଥା ଆସେ ସେତେବେଳେ ଚାପ ବଢ଼ି ଯାଏ।

  • |