Home » photogallery » trending » INDIAN BEACHES ARE KNOWN AS NUDE BEACHES 2LPD 060123

ଫ୍ୟାମିଲି ସହ ଆଦୌ ଯାଆନ୍ତୁନି ଭାରତର ଏହି ବିଚ୍‌କୁ; କାରଣ ଜାଣି ହେବେ ଆଶ୍ଚର୍ଯ୍ୟ!

ଭାରତରେ ମଧ୍ୟ କିଛି ସମୁଦ୍ର କୂଳ ଅଛି, ଯେଉଁଠାରେ ଭାରତୀୟମାନେ ଯିବା ଅଜବ ମନେ କରିପାରନ୍ତି। ଆଜ୍ଞା ହଁ, ଆମେ ଭାରତର ନ୍ୟୁଡ ବିଚ୍ ବିଷୟରେ କହୁଛୁ। ଭାରତରେ ବିନା ପୋଷାକରେ ବୁଲିବା ଅତ୍ୟନ୍ତ ଅଜବ ଲାଗିବ, କିନ୍ତୁ ଆମେ ଦେଶରେ ଏମିତି କିଛି ବିଚ୍ ଅଛି ଯେଉଁଠାରେ ପର୍ଯ୍ୟଟକମାନେ ବିନା ପୋଷାକରେ ସମୟ ଅତିବାହିତ କରନ୍ତି। ଆସନ୍ତୁ ଜାଣିବା ଏଗୁଡ଼ିକ ବିଷୟରେ...

  • |

തത്സമയ വാര്‍ത്തകള്‍