Home » photogallery » trending » INDIAN AND RUSSIAN NAVY CONDUCTED MILITARY EXERCISES IN BAY OF BENGAL FOR THE SECOND CONSECUTIVE DAY 2JDB 0609

ଭାରତୀୟ ଓ ରୁଷିଆ ନୌସେନା ବଙ୍ଗୋପ ସାଗରରେ କ୍ରମାଗତ ଦ୍ୱିତୀୟ ଦିନ ସାମରିକ ଅଭ୍ୟାସ କଲେ

ଭାରତୀୟ ଓ ରୁଷିଆ ନୌସେନା (Indian Navy and Russian Navy) ନିଜ ଅଭିଯାନର ସମନ୍ୱୟକୁ ଆହୁରି ଆଗକୁ ବଢ଼ାଇବା ପାଇଁ ବଙ୍ଗୋପ ସାଗରରେ କ୍ରମାଗତ ଦ୍ୱିତୀୟ ଦିନ ଶନିବାରକୁ 'ଇନ୍ଦ୍ର' ନୌସେନା ଅଭ୍ୟାସ କରିଛନ୍ତି । ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ।

  • |