Home » photogallery » trending » INDIAN ALLROUNDER ENGAGED BEFORE LEAVING FOR IPL TEAM INDIA CONGRATULATES 2JDB 2108

IPL ଖେଳୁବାକୁ ଯିବା ପୂର୍ବରୁ ଏହି ଭାରତୀୟ ଅଲରାଉଣ୍ଡର ଖେଳାଳୀଙ୍କ ନିର୍ବନ୍ଧ ହେଲା; ଟିମ୍ ଇଣ୍ଡିଆ କଲେ ଶୁଭେଚ୍ଛା

ଭାରତୀୟ ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ (Vijay Shankar) ଖୁବ ଶୀଘ୍ର ଆଇପିଏଲ ଖେଳୁଥିବା ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ଦଳ ସହିତ ୟୁଏଇ ଯିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ସେ ନିଜର ନିର୍ବନ୍ଧ କରିବାକୁ ନିଷ୍ପତି ନେଇଥିଲେ ।

  • |