ନୂଆ ଦିଲ୍ଲୀ: ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ଅଷ୍ଟ୍ରେଲିଆକୁ ତା'ର ମାଟିରେ ପରାସ୍ତ କରି ବର୍ଡ଼ର ଗାଭାସ୍କର ଟ୍ରଫିର ବିଜୟର ଧାରାକୁ ବଜାୟ ରଖିଛି । ଚତୁର୍ଥ ତଥା ଶେଷ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ୩ ୱିକେଟରେ ହରାଇ ସିରିଜକୁ ଜିତି ୨-୧ ରେ ଜିତି ନେଇଛି । (ଫଟୋ କ୍ରେଡିଟ୍: AP)