Home » photogallery » trending » IND VS ENG PENALTY IMPOSED ON EVERY PLAYER OF TEAM INDIA CAPTAIN VIRAT KOHLI ADMITTED MISTAKE 2JDB

IND VS ENG: ଟିମ୍ ଇଣ୍ଡିଆର ପ୍ରତ୍ୟେକ ଖେଳାଳିଙ୍କ ଉପରେ ଜରିମାନା ଲାଗିଲା; ଅଧିନାୟକ କୋହଲି ଭୁଲ୍ ସ୍ୱୀକାର କଲେ

IND VS ENG: ଅହମ୍ମଦାବାଦରେ ଖେଳାଯାଇଥିବା ଦ୍ୱିତୀୟ ଟି -୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ଜିତିଥିଲା । କିନ୍ତୁ ଏହି ମ୍ୟାଚରେ ଦଳ ମନ୍ଥର ଗତିରେ ବୋଲିଂ କରିଥିଲେ । ଯାହା ଫଳରେ ସମଗ୍ର ଦଳର ୨୦% ମ୍ୟାଚ୍ ଫି କଟାଯାଇଛି ।

  • |

തത്സമയ വാര്‍ത്തകള്‍