Home » photogallery » trending » IND VS ENG HARDIK PANDYA KULDEEP AND NATARAJAN DID NOT GET PLACE IN TEST TEAM KNOW THE REASON 2JDB 080521

IND vs ENG: ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଓ ନଟରାଜନଙ୍କୁ ଟେଷ୍ଟ ଦଳରେ ମିଳିଲା ନାହିଁ ସ୍ଥାନ; ଜାଣନ୍ତୁ କାରଣ

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜ ପାଇଁ ବିସିସିଆଇ ଶୁକ୍ରବାର ଦିନ ଭାରତୀୟ ଦଳ ଘୋଷଣା କରିଛି । ଏହି ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ ଓ ଟି ନଟରାଜନ୍ ସ୍ଥାନ ପାଇନାହାଁନ୍ତି । ଜାଣନ୍ତୁ ଏହି ତିନି ଖେଳାଳିଙ୍କୁ କେଉଁ କାରଣ ପାଇଁ ଦଳରେ ସୁଯୋଗ ମିଳିନାହିଁ ।

  • |

തത്സമയ വാര്‍ത്തകള്‍