ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
IND vs AUS: ଲଗାତାର ପଞ୍ଚମ ଥର ପାଇଁ ପ୍ରଥମ ପାୱାରପ୍ଲେରେ ଫ୍ଲପ୍ ହେଲା ବିରାଟ କୋହଲିଙ୍କ ଟିମ୍ ଇଣ୍ଡିଆ
ଟିମ୍ ଇଣ୍ଡିଆ ପ୍ରଥମ ପାୱାରପ୍ଲେରେ ୫୯ ରନ୍ ଦେଇ କୌଣସି ସଫଳତା ହାସଲ କରିପାରି ନଥିଲା । ଲଗାତାର ପଞ୍ଚମ ଥର ପାଇଁ ଟିମ୍ ଇଣ୍ଡିଆ ପ୍ରଥମ ପାୱାରପ୍ଲେରେ ଗୋଟିଏ ବି ୱିକେଟ୍ ନେଇପାରି ନାହିଁ ।
1/ 5

ନୂଆ ଦିଲ୍ଲୀ: ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ପ୍ରଥମ ପାୱାରପ୍ଲେରେ ଫ୍ଲପ୍ ପ୍ରମାଣିତ କରିଛି । ଦଳ ପ୍ରଥମ ପାୱାରପ୍ଲେରେ ୫୯ ରନ୍ ଦେଇ କୌଣସି ସଫଳତା ହାସଲ କରିପାରି ନଥିଲା । ଲଗାତାର ପଞ୍ଚମ ଥର ପାଇଁ ଟିମ୍ ଇଣ୍ଡିଆ ପ୍ରଥମ ପାୱାରପ୍ଲେରେ ଗୋଟିଏ ବି ୱିକେଟ୍ ନେଇପାରି ନାହିଁ । (ଫଟୋ-ବିସିସିଆଇ)<br />
2/ 5

ଏହାପୂର୍ବରୁ ସମାନ ଗ୍ରାଉଣ୍ଡରେ ପ୍ରଥମ ODI ମ୍ୟାଚରେ ଟିମ୍ ଇଣ୍ଡିଆ ପାୱାରପ୍ଲେରେ ୱିକେଟ୍ ନ ନେଇ ୫୧ ରନ୍ ଦେଇଥିଲା । (ଫଟୋ-ବିସିସିଆଇ)<br />
3/ 5

ମାଉଣ୍ଟ ମଙ୍ଗୁନାଇରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୱିକେଟ୍ ନ ଦେଇ ସେ ୬୫ ରନ୍ ଖର୍ଚ୍ଚ କରିଥିଲେ। (ଫଟୋ-ଇନଷ୍ଟାଗ୍ରାମ)<br />
4/ 5

ଏହାପୂର୍ବରୁ ଅକଲ୍ୟାଣ୍ଡରେ ଦଳ ପାୱାରପ୍ଲେରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୫୨ ରନ୍ ଦେଇଥିଲା ଓ ଗୋଟିଏ ୱିକେଟ୍ ମଧ୍ୟ ପାଇ ନଥିଲା ।<br />