ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
IND vs AUS: ଅଷ୍ଟ୍ରେଲିଆ ବିପକ୍ଷରେ ନ ଖେଳି ରୋହିତ ଶର୍ମା ଭାରତ ପାଇଁ ବନାଇଲେ ଏକ ସ୍ୱତନ୍ତ୍ର ରେକର୍ଡ
ଆଇପିଏଲ (IPL 2020) ସମୟରେ ଲାଗିଥିବା ଆଘାତ ଯୋଗୁଁ ରୋହିତ ଶର୍ମା (Rohit Sharma) ଅଷ୍ଟ୍ରେଲିଆ ବିପକ୍ଷ ଭାରତର ସୀମିତ ଓଭର ଦଳରେ ସାମିଲ ହୋଇ ପାରି ନଥିଲେ । ଏହି କାରଣରୁ ସେ ODI ସିରିଜରେ ମଧ୍ୟ ନଜର ଆସିନଥିଲେ ।
1/ 4

ନୂଆ ଦିଲ୍ଲୀ: ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଭାରତୀୟ ଓପନର୍ ରୋହିତ ଶର୍ମା ଏକଦିବସୀୟ ଦଳର ସାମିଲ ହୋଇନଥିଲେ । କିନ୍ତୁ ଏହା ସତ୍ତ୍ୱେ ODI କ୍ରିକେଟ୍ ରେ ସେ ଭାରତ ପାଇଁ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି ।(ଫଟୋ କ୍ରେଡିଟ୍: ବିସିସିଆଇ / ଟ୍ୱିଟର)<br />
2/ 4

ରୋହିତ ଶର୍ମା ଭାରତୀୟ ଖେଳାଳି ଭାବରେ ଚଳିତ ବର୍ଷ ODI କ୍ରିକେଟ୍ ରେ ସବୁଠୁ ବଡ ଇନିଂସ ଖେଳିଥିଲେ । ବାସ୍ତବରେ ଅଷ୍ଟ୍ରେଲିଆ ବିପକ୍ଷରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଶତକ ହାସଲ କରିନାହାଁନ୍ତି । (ଫଟୋ କ୍ରେଡିଟ୍: ରୋହିତ ଶର୍ମା ଇନଷ୍ଟାଗ୍ରାମ)<br />
3/ 4

ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକମାତ୍ର ଭାରତୀୟ ଖେଳାଳିଭାବେ ସର୍ବାଧିକ ୯୨ ରନର ଇନିଂସ ଖେଳିଥିଲେ । କିନ୍ତୁ ଏହା ସହ ରୋହିତ ଏକ ରେକର୍ଡ ସୃଷ୍ଟି କରିଥିଲେ । (ଫଟୋ କ୍ରେଡିଟ୍: ରୋହିତ ଶର୍ମା ଟ୍ୱିଟର)<br />