ଏହି ତାଲିକାରେ ତେନ୍ଦୁଲକରଙ୍କ ପରେ ରିକି ପୋଟିଂ ଅଛନ୍ତି । ଯିଏ ୩୨୩ ମ୍ୟାଚର ୩୧୪ଟି ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । କୁମାର ସାଙ୍ଗାକାରା ୩୫୯ ମ୍ୟାଚର ୩୩୬ଟି ଇନିଂସରେ, ସନଥ ଜୟସୁରିୟା ୩୯୦ ମ୍ୟାଚର ୩୭୯ଟି ଇନିଂସରେ ଓ ମହେଳା ଜୟବର୍ଦ୍ଧନ ୪୨୬ ମ୍ୟାଚର ୩୯୯ଟି ଇନିଂସରେ ନିଜ ନିଜର ୧୨୦୦୦ ରନ ପୂରଣ କରିଥିଲେ ।(ସଚିନ୍ ତେନ୍ଦୁଲକର / ଇନଷ୍ଟାଗ୍ରାମ)