Home » photogallery » trending » IMRAN KHAN ANNOUNCED INTERIM PROVINCE STATUS TO GILGIT BALTISTAN ELECTIONS WILL BE HELD IN NOVEMBER 2JDB 0111

ଇମ୍ରାନ ଖାନ ଗିଲଗିଟ-ବାଲ୍ଟିସ୍ତାନକୁ ମଧ୍ୟବର୍ତ୍ତୀ ପ୍ରଦେଶ ମାନ୍ୟତା ଦେବାକୁ ଘୋଷଣା କଲେ; ନଭେମ୍ବରରେ କରାଇବେ ନିର୍ବାଚନ

ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିଲଗିଟ ବାଲ୍ଟିସ୍ତାନକୁ (Gilgit Baltistan) ମଧ୍ୟବର୍ତ୍ତୀ ପ୍ରଦେଶ ମାନ୍ୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ସରକାର ମଧ୍ୟ ଚଳିତ ମାସରେ ଏଠାରେ ନିର୍ବାଚନ (Election) କରିବାକୁ ପ୍ରସ୍ତୁତ ହେଉଛନ୍ତି ।

  • |