Home » photogallery » trending » ICC ODI RANKINGS BABAR AZAM TRUMPS VIRAT KOHLI TO BECOME NO1 RANKED ODI BATSMAN 2JDB 140421

ICC ODI Rankings: ବାବର ଆଜାମ ବିରାଟ କୋହଲିଙ୍କ ବାଦଶାହାକୁ ସମାପ୍ତ କଲେ; ହେଲେ ନମ୍ବର ୧ ବ୍ୟାଟ୍ସମ୍ୟାନ୍

ICC ODI Rankings: ବାବର ଆଜାମ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଶୀର୍ଷରେ ପହଞ୍ଚିଥିବା ଚତୁର୍ଥ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ଅଟନ୍ତି । ତାଙ୍କ ପୂର୍ବରୁ ଜାହିର ଅବାସ, ଜାଭେଦ ମିଆଁଦାଦ ଓ ମହମ୍ମଦ ୟୁସୁଫ୍ ନମ୍ବର ୱାନ ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ରହି ସାରିଛନ୍ତି ।

  • |

തത്സമയ വാര്‍ത്തകള്‍