Home » photogallery » trending » IAS TOPPER TINA DABI SEEKS DIVORCE FROM AMIR HER LOVE STORY WAS CHARMING 1AD 2211

IAS ଟପ୍ପର୍ ଟିନା ଡାବି ପ୍ରେମ ବିବାହ କରିଥିଲେ କଶ୍ମୀରର ଆମିରଙ୍କ ସହ; ଏବେ ଛାଡ଼ପତ୍ର ମାଗୁଛନ୍ତି

ସୁନ୍ଦର ଓ ପ୍ରତିଭାବାନ ଯୁବତୀ ଟିନା ଡାବି ୨୦୧୫ରେ ସାରା ଦେଶରେ IAS ଟପ୍ପର ହୋଇଥିଲେ । ସେହି ପରୀକ୍ଷାରେ କଶ୍ମୀରର ଆମୀର୍ ଦୁଇ ନମ୍ବର ସ୍ଥାନରେ ରହିଥିଲେ । ଉଭୟ ପ୍ରଥମ ଦେଖାରେ ପ୍ରେମରେ ପଡ଼ିଥିଲେ ଓ ସବୁ ବିରୋଧକୁ ଅଣଦେଖା କରି ବିବାହ କରିଥିଲେ ।

  • |