Home » photogallery » trending » HOW TO KNOW WHO IS ONLINE WITHOUT OPENING WHATSAPP KNOW TRICKS 2JDB 0711

ବିନା WhatsApp ଖୋଲି କିପରି ଜାଣିବେ କିଏ ଅନଲାଇନରେ ଅଛି; ଜାଣନ୍ତୁ କୌଶଳ

ଯଦି ଆପଣ ଆପଣଙ୍କର ସମ୍ପର୍କୀୟ କିମ୍ବା ବନ୍ଧୁମାନଙ୍କୁ ହ୍ୱାଟସ୍ ଆପରେ (WhatsApp) ମେସେଜ କରିବା ପୂର୍ବରୁ ଦେଖୁଥାନ୍ତି ସେମାନେ ଅନଲାଇନରେ ଅଛନ୍ତି କି ନାହିଁ ତେବେ ବର୍ତ୍ତମାନ ଆପଣଙ୍କୁ ଏହା କରିବା ଆବଶ୍ୟକ ନାହିଁ । କାରଣ ଏହି ଖବରର ଆମେ ଆପଣଙ୍କୁ ଏପରି କୌଶଳ (Trick) କହିବାକୁ ଯାଉଛୁ । ଯେଉଁଥିରେ ଆପଣ ବିନା ହ୍ୱାଟସ୍ ଆପ୍ ଖୋଲି ଜାଣିପାରିବେ କିଏ ଅନଲାଇନରେ ଅଛି ।

  • |