ଯଦି ଆପଣ ତଥାପି ଏହି କୌଶଳ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କୁ ଗୁଗୁଲକୁ ଯାଇ GBWhatsApp ଖୋଲିବାକୁ ପଡିବ । ଏହାପରେ ଯେତେବେଳେ ଆପଣ ଲିଙ୍କ୍ ମିଳିଯିବ ଏହାକୁ ନିଜ ଫୋନରେ ଡାଉନଲୋଡ୍ କରନ୍ତୁ । ଏହି ଆପ୍ ଡାଉନଲୋଡ୍ କରିବା ପରେ ଏହାର ସେଟିଂସମୂହକୁ ଯାଆନ୍ତୁ ଓ ମେନ୍ / ଚାଟ୍ ସ୍କ୍ରିନ୍ ବିକଳ୍ପ ବାଛନ୍ତୁ । ଏହା ପରେ ଆପଣଙ୍କୁ କଣ୍ଟାକ୍ଟ ଅନ୍ଲାଇନ୍ ଟୋଷ୍ଟ ବିକଳ୍ପ ଚୟନ କରିବାକୁ ପଡିବ ।