Home » photogallery » trending » HIMACHAL NEWS MEET SHIMLA HANDWRITING EXPERT TEACHER VIRENDER KUMAR 3SSD 310821

ହିମାଚଳ ପ୍ରଦେଶର ଶିକ୍ଷକ ବିରେନ୍ଦ୍ର କୁମାର: ୮୦ ହାଜର ପିଲାଙ୍କ ଅକ୍ଷର ସଜାଡ଼ିଛନ୍ତି

ଶିକ୍ଷା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିଛନ୍ତି ହିମାଚଳ ପ୍ରଦେଶର କଳା ଶିକ୍ଷକ ବିରେନ୍ଦ୍ର କୁମାର। ନିଜ ପ୍ରାୟସରେ ଆଜି ପର୍ଯ୍ୟନ୍ତ ୮୦ ହାଜର ପିଲାଙ୍କ ହସ୍ତ ଲିଖନରେ ଉନ୍ନତି ଆଣିଛନ୍ତି।

  • |