ସେ ଆହୁରି କହିଛନ୍ତି, ‘‘ମୋ’ ଶରୀର ସହ ମୋ’ ସମ୍ପର୍କ ସର୍ବଦା ମୋ’ର ମାନସିକ ସୁସ୍ଥତା ସହିତ ଜଡ଼ିତ ଥାଏ । ମେ’ ମାସ ମାନସିକ ସ୍ୱାସ୍ଥ୍ୟ ସଚେତନତା ମାସ ହୋଇଥିବାରୁ ମୁଁ ସଶକ୍ତ ଅନୁଭବ କରୁଛି ଓ ନିଜେ ବିନା କ୍ଷମାଯାଚନାରେ ବଞ୍ଚି ରହିପାରିବି ବୋଲି ଜାଣୁଛି । ମୁଁ ଆଶା କରୁଛି ଯେ ମୁଁ ମହିଲାମାନଙ୍କୁ ପ୍ରେରଣା ଦେଇପାରିବି ଯେ ସେମାନେ ଅଜ୍ଞାତ ଭୟକୁ ସାମ୍ନା କରନ୍ତୁ ଓ ଏମିତି ଏକ ଉଦ୍ଦେଶ୍ୟରେ ଭରା ଜୀବନଯାପନ କରନ୍ତୁ ଯେଉଁଠି ସେମାନଙ୍କ ଶରୀର ସେମାନଙ୍କୁ ପରିଭାଷିତ କରେ ନାହିଁ ।’’