Home » photogallery » trending » HARDIK PANDYA BECOMES A FATHER GETS CONGRATULATIONS FROM ALL 1AD 3007

ହାର୍ଦ୍ଦିକ ପାଣ୍ଡ୍ଯା ବାପା ହେଲେ; ଟିମ୍ ଇଣ୍ଡିଆରେ ଖୁସିର ବନ୍ୟା; ସାଥୀ ଖେଳାଳି ଶୁଭେଚ୍ଛା ଦେଉଛନ୍ତି

ଟିମ୍ ଇଣ୍ଡିଆର ଅଲରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁବାର ଦିନ ପିତା ହୋଇଛନ୍ତି । ତାଙ୍କ ଫିଆନ୍ସି (ବାଗ୍ଦତ୍ତା) ନତାଶା ଷ୍ଟାନକୋଭିଚ୍ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।

  • |