Home » photogallery » trending » HAPPY BIRTHDAY RAJINIKANTH RAJINIKANTH WHO ONCE USED TO WORK AS A BUS CONDUCTOR IS A SUPERSTAR OF THE CINEMA WORLD TODAY 2JDB 1212

Happy Birthday Rajinikanth: ଏକଦା ବସ୍ କଣ୍ଡକ୍ଟର ଭାବରେ କାମ କରୁଥିବା ରଜନୀକାନ୍ତ, ଆଜି ସିନେମା ଜଗତର ସୁପରଷ୍ଟାର

Happy Birthday Rajinikanth: ଆଜି ରଜନୀକାନ୍ତଙ୍କ ପ୍ରଶଂସକମାନେ ଟ୍ୱିଟରରେ '70th Birthday CDP' ଅର୍ଥାତ୍ କମନ୍ ଡିସପ୍ଲେ ପିକ୍ଚର୍ ଭାଇରାଲ୍ କରୁଛନ୍ତି । ଏହା ରଜନୀକାନ୍ତଙ୍କ ୭୦ ତମ ଜନ୍ମଦିନ ପାଇଁ ଏହା ପ୍ରସ୍ତୁତ କରାଯାଇଛି । ରଜନୀକାନ୍ତ (Rajinikanth) ଆସନ୍ତା ବର୍ଷ ନିଜର ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି । ଏହା ପରେ ସେ ମଧ୍ୟ ରାଜନୀତିରେ ପ୍ରବେଶ କରିବେ ।

  • |