ଆଜି ଭାରତର ଭେଟେରାନ୍ ଅଭିନେତା ତଥା ସୁପରଷ୍ଟାର ରଜନୀକାନ୍ତଙ୍କ ଜନ୍ମଦିନ । ୧୨ ଡିସେମ୍ବର ୧୯୫୦ ରେ ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିବା ରଜନୀକାନ୍ତ ଆଜି କଠିନ ପରିଶ୍ରମ କରି ଏହି ପଦ ହାସଲ କରିଛନ୍ତି । ଆଜି ତାଙ୍କ ପ୍ରଶଂସକମାନେ ୭୦ ତମ ଜନ୍ମଦିନ CDP ଅର୍ଥାତ୍ କମନ୍ ଡିସପ୍ଲେ ପିକ୍ଚର୍ ଟ୍ୱିଟରରେ ଭାଇରାଲ୍ କରୁଛନ୍ତି । ତାଙ୍କର ୭୦ ତମ ଜନ୍ମଦିନ ପାଇଁ ଏହା ପ୍ରସ୍ତୁତ କରାଯାଇଛି । (ଫଟୋ: ସୋସିଆଲ୍ ମିଡିଆ)