Happy Birthday Kashmera Shah: ୪୮ ବର୍ଷ ବୟସରେ ମଧ୍ୟ ବହୁତ ହଟ୍ ଦେଖାଯାଉଛନ୍ତି କୃଷ୍ଣା ଅଭିଷେକଙ୍କ ପତ୍ନୀ କାଶ୍ମୀରା ଶାହା
Happy Birthday Kashmera Shah: ଅଭିନେତ୍ରୀ ତଥା ମଡେଲ କାଶ୍ମୀରା ଶାହାଙ୍କୁ (Kashmera Shah) ସମସ୍ତେ ଜାଣନ୍ତି । ୨ ଡିସେମ୍ବର ୧୯୭୧ ରେ ଜନ୍ମ ହୋଇଥିବା କାଶ୍ମୀରା ଆଜି ନିଜର ଜନ୍ମଦିନ ପାଳନ କରୁଛି । ନିଜର ହଟ୍ ଓ ବୋଲ୍ଡ ଷ୍ଟାଇଲ ଯୋଗୁଁ କାଶ୍ମୀରା ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି ।

ଅଭିନେତ୍ରୀ ତଥା ମଡେଲ କାଶ୍ମୀରା ଶାହାଙ୍କୁ ପରିଚିତ କରିବାର ଆବଶ୍ୟକ ନାହିଁ । ୨ ଡିସେମ୍ବର ୧୯୭୧ ରେ ଜନ୍ମ ହୋଇଥିବା କାଶ୍ମୀରା ଆଜି ନିଜ ଜନ୍ମଦିନ ପାଳନ କରୁଛି । (ଫଟୋ: କାଶ୍ମୀରା ଶାହାଙ୍କ ଇନଷ୍ଟାଗ୍ରାମରୁ)

ଫିଲ୍ମରେ କାଶ୍ମୀରାଙ୍କୁ ଅଧିକ ସୁଯୋଗ ମିଳିନାହିଁ କିନ୍ତୁ ସେ ଟିଭି ଇଣ୍ଡଷ୍ଟ୍ରିରେ ଅନେକ ଖ୍ୟାତି ନାମ ଅର୍ଜନ କରିଛନ୍ତି । (ଫଟୋ: କାଶ୍ମୀରା ଶାହାଙ୍କ ଇନଷ୍ଟାଗ୍ରାମରୁ)

ନିଜର ହଟ୍ ଓ ବୋଲ୍ଡ ଷ୍ଟାଇଲ ଯୋଗୁଁ କାଶ୍ମୀରା ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । (ଫଟୋ: କାଶ୍ମୀରା ଶାହାଙ୍କ ଇନଷ୍ଟାଗ୍ରାମରୁ)

କାଶ୍ମୀରାଙ୍କ ପ୍ରଶଂସକମାନେ ତାଙ୍କ ଡ୍ୟାନ୍ସ ସ୍କିଲ ଓ ଅଭିନୟ ସହିତ ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ଦିୱାନା ଥାନ୍ତି । (ଫଟୋ: କାଶ୍ମୀରା ଶାହାଙ୍କ ଇନଷ୍ଟାଗ୍ରାମରୁ)

କାଶ୍ମୀରା ଓ ତାଙ୍କ ସ୍ୱାମୀ କୃଷ୍ଣା ଅଭିଷେକ ଟିଭି ଜଗତର ପ୍ରସିଦ୍ଧ ଦମ୍ପତିମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି । (ଫଟୋ: କାଶ୍ମୀରା ଶାହାଙ୍କ ଇନଷ୍ଟାଗ୍ରାମରୁ)

କିଛି ଦିନ ପୂର୍ବରୁ କାଶ୍ମୀରା ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସୁଟ୍ ର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ତାଙ୍କୁ ବହୁତ ଗ୍ଲାମରସ୍ ଅବତାରରେ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରିବାବେଳେ ତାଙ୍କ ସ୍ୱାମୀ କୃଷ୍ଣା ଲେଖିଥିଲେ - ଯେତେବେଳେ ଆପଣ ଘରେ ବିରିୟାନି ଖାଇବାକୁ ପାଇବେ, ତେବେ ଆପଣ କାହିଁକି ଡାଲ ମଖନି ଖାଇବେ? ମୁଁ ତୁମ ପାଇଁ ଗର୍ବିତ କାରଣ ତୁମେ ତୁମର ହଟ ଷ୍ଟାଇଲରେ ପୁଣି ଫେରି ଆସିଛ । (ଫଟୋ: କାଶ୍ମୀରା ଶାହାଙ୍କ ଇନଷ୍ଟାଗ୍ରାମରୁ)

କୃଷ୍ଣା ଓ କାଶ୍ମୀରାଙ୍କ ପ୍ରଥମ ସାକ୍ଷାତ 'ପପୁ ପାସ ହୋଗାୟା' ଫିଲ୍ମର ସୁଟିଂ ସମୟରେ ହୋଇଥିଲା । ଏହା ପରେ ଦୁହେଁ ପରସ୍ପରକୁ ଡେଟିଂ ଆରମ୍ଭ କରିଥିଲେ ଓ ୨୦୧୩ ମସିହାରେ ସେ କ୍ରିଷ୍ଣାଙ୍କୁ ବିବାହ କରିଥିଲେ । (ଫଟୋ: କାଶ୍ମୀରା ଶାହାଙ୍କ ଇନଷ୍ଟାଗ୍ରାମରୁ)

କାଶ୍ମୀରାଙ୍କ ପ୍ରଥମ ପତି ଫିଲ୍ମ ନିର୍ଦ୍ଦେଶକ ବ୍ରାଡ ଲିଷ୍ଟରମ୍ୟାନ୍ ଥିଲେ । ସେ ୨୦୦୭ ମସିହାରେ କାଶ୍ମୀରାଙ୍କୁ ଛାଡପତ୍ର ଦେଇ ଦେଇଥିଲେ । (ଫଟୋ: କାଶ୍ମୀରା ଶାହାଙ୍କ ଇନଷ୍ଟାଗ୍ରାମରୁ)