Happy Birthday Kartik Aaryan: କାର୍ତ୍ତିକ ଆର୍ୟାନଙ୍କ ଏହି ଫଟୋଗୁଡ଼ିକ ପୂର୍ବରୁ ଦେଖି ନଥିବେ; ଚିହ୍ନିବା ମଧ୍ୟ କଷ୍ଟକର!
Happy Birthday Kartik Aaryan: ଆଜି କାର୍ତ୍ତିକ ଆର୍ୟାନଙ୍କ (Kartik Aaryan) ଜନ୍ମଦିନରେ ଆମେ କାର୍ତ୍ତିକଙ୍କ ପିଲାଦିନ ସହିତ ଜଡିତ କିଛି ଫଟୋ ଆଣିଛୁ ଯାହା ଆପଣ ହୁଏତ ପୂର୍ବରୁ ଦେଖି ନଥିବେ । ଏହି ଫଟୋଗୁଡିକୁ ଦେଖିଲେ ଆପଣ ନିଶ୍ଚିତ ହୋଇଯିବେ ଯେ କାର୍ତ୍ତିକ ପିଲାଦିନରୁ ସୁନ୍ଦର ଥିଲେ!

ଲକ୍ଷ ଲକ୍ଷ ହୃଦୟର ଧଡକନ କାର୍ତ୍ତିକ ଆର୍ୟାନଙ୍କ ଆଜି ଜନ୍ମଦିନ । କାର୍ତ୍ତିକଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି ଓ ସମସ୍ତେ ତାଙ୍କର ଅଭିନୟ ସହିତ ଷ୍ଟାଇଲ ଓ ସୁନ୍ଦରତା ପାଇଁ ପାଗଳ । କିନ୍ତୁ ଆପଣ କାର୍ତ୍ତିକ ଆର୍ୟାନଙ୍କ ପିଲାବେଳର ଫଟୋ ଦେଖିଛନ୍ତି କି? (ଫଟୋ: ସୋସିଆଲ୍ ମିଡିଆ)

ଆଜି କାର୍ତ୍ତିକଙ୍କ ଜନ୍ମଦିନରେ ଆମେ କାର୍ତ୍ତିକଙ୍କ ପିଲାଦିନ ସହିତ ଜଡିତ କିଛି ଫଟୋ ଆଣିଛୁ ଯାହା ଆପଣ ହୁଏତ ପୂର୍ବରୁ ଦେଖି ନଥିବେ । ଏହି ଫଟୋ ଗୁଡିକୁ ଦେଖିଲେ ଆପଣ ନିଶ୍ଚିତ ହେବେ ଯେ କାର୍ତ୍ତିକ ପିଲାଦିନରୁ ସୁନ୍ଦର ଥିଲେ! (ଫଟୋ: କାର୍ତ୍ତିକ ଆର୍ୟାନଙ୍କ ଇନଷ୍ଟାଗ୍ରାମରୁ)

ଅଳ୍ପ ସମୟରେ କାର୍ତ୍ତିକ ଆର୍ୟାନଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯେପରି ଭାବେ ନିଜର ସ୍ଥାନ ପକ୍କା କରିଛନ୍ତି ତାହା ପ୍ରଶଂସାର ଯୋଗ୍ୟ । ପ୍ୟାର କା ପଞ୍ଚନାମା ସହିତ ଆରମ୍ଭ ହୋଇଥିବା ତାଙ୍କ ଯାତ୍ରା ଏବେ ମଧ୍ୟ ଜାରି ରହିଛି । (ଫଟୋ: ସୋସିଆଲ୍ ମିଡିଆ)

କାର୍ତ୍ତିକ ଏହି ଫଟୋକୁ ତାଙ୍କ ମା’ଙ୍କ ଜନ୍ମଦିନରେ ପୋଷ୍ଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । (ଫଟୋ: କାର୍ତ୍ତିକ ଆର୍ୟାନଙ୍କ ଇନଷ୍ଟାଗ୍ରାମରୁ)

କାର୍ତ୍ତିକଙ୍କ ପିଲାଦିନର ଏହି ଫଟୋ ଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । (ଫଟୋ: ସୋସିଆଲ୍ ମିଡିଆ)

କାର୍ତ୍ତିକଙ୍କ ସୁନ୍ଦର ଶୈଳୀ ମହିଳା ପ୍ରଶଂସକ ବେଶ ପସନ୍ଦ କରନ୍ତି । ଫଟୋକୁ ଦେଖିଲେ ଆମକୁ ସହମତ ହେବାକୁ ପଡିବ ଯେ କାର୍ତ୍ତିକ ପିଲାଦିନରୁ ସୁନ୍ଦର! (ଫଟୋ: ସୋସିଆଲ୍ ମିଡିଆ)