Home » photogallery » trending » HAPPY BIRTHDAY JOHN ABRAHAM A TOUR OF THE DASHING ACTOR S FITNESS PROFILE 2JDB 1712

Happy Birthday John Abraham: ମଡେଲିଂରୁ କରିଥିଲେ ଆରମ୍ଭ; ଆଜି ବଲିଉଡରେ 'ଧୁମ୍' ମଚାଉଛନ୍ତି!

Happy Birthday John Abraham: ଜନ୍ ନିଜର କରିୟର ଆରମ୍ଭ ମଡେଲିଂରୁ କରିଥିଲେ । ଏକଦା ସେ ଭାରତର ସୁପର ମୋଡେଲ ମାନଙ୍କ ମଧ୍ୟରେ ସାମିଲ ଥିଲେ । ଖୁବ୍ କମ୍ ଲୋକ ଜାଣନ୍ତି ଯେ ଜନ୍ ପୂର୍ବରୁ ମଧ୍ୟ ମିଡିଆ ପ୍ଲାନର୍ ଭାବରେ ଚାକିରୀ କରିଥିଲେ ।

  • |

ସାମ୍ପ୍ରତିକ ଖବର