Home » photogallery » trending » GYANVAPI MOSQUE WHO BUILT KNOW ALL ABOUT HISTORY OF CONSTRUCTION 3SSD 17052022

PHOTO: କିଏ ନିର୍ମାଣ କରିଥିଲେ ଜ୍ଞାନବାପି ମସଜିଦ; ଏବେ କାହିଁକି ଆରମ୍ଭ ହେଲା ବିବାଦ

ସୁପ୍ରିମକୋର୍ଟ, ଆହ୍ଲାବାଦ ହାଇକୋର୍ଟ ଓ ବାରାଣାସୀ କୋର୍ଟରେ ଅନେକ ପିଟିସନ ଦାଖଲ କରାଯାଇଛି। ଆବେଦନକାରୀ ଦାବି କରିଛନ୍ତି ଯେ ମୋଗଲ ସମ୍ରାଟ ଔରଙ୍ଗଜେବ କାଶିନାଥ ମନ୍ଦିରକୁ ଭାଙ୍ଗି ୧୬ ଶତାବ୍ଦୀରେ ଏକ ମସଜିଦ ନିର୍ମାଣ କରିଥିଲେ।

  • |