ଗ୍ରାହକଙ୍କୁ ଝଟକା: ୭୦ ହଜାର ଛୁଇଁବ ସୁନା! ୧୦ ଦିନରେ ବଢ଼ିଲାଣି ୫ ହଜାର ଟଙ୍କା

Gold Price: ଗ୍ରାହକଙ୍କୁ ବଡ଼ ଝଟକା। ଦିନକୁ ଦିନ ବିଶ୍ବ ବଜାରରେ ବଢ଼ିଚାଲିଛି ସୁନା ଦର। ଭାରତୀୟ ବଜାର ଉପରେ ଏହାର ଘୋର ପ୍ରଭାବ ପଡ଼ିଛି। ବର୍ଦ୍ଧିତ ସୁନା ଦର ମଧ୍ୟବିତ୍ତ ପରିବାରକୁ କଷ୍ଟ ଦେଉଛି।

  • |

ସାମ୍ପ୍ରତିକ ଖବର