Home » photogallery » trending » FORMER NUCLEAR BUNKER 35 FEET UNDERGROUND NOW TURNED INTO LUXURY VACATION HOME WITH CINEMA ROOM AND WATERFALL 2LPD 290921

ଆଣବିକ ବଙ୍କରରେ ବିତାଇବାକୁ ଚାହଁଛନ୍ତି କି ଦିନ? ପାତାଳ ଲୋକରେ ନିର୍ମାଣ ହୋଇଛି ବିଳାସପୂର୍ଣ୍ଣ ରୁମ୍

ଆମେରିକାର ଅର୍କାସସରେ,ଏହି ପରି ଏକ ଛୁଟି ଅଫିର ଲୋକଙ୍କୁ ଦିଆଯାଉଛି, ଯେଉଁଠାରେ ଆପଣ ପ୍ରବେଶ କରିବା ମାତ୍ରେ ସମ୍ପୂର୍ଣ୍ଣ ଯୁଦ୍ଧ ଅନୁଭବ କରିବେ । ପାର୍ଥେନନରେ ଥିବା ବେକହମ୍ କ୍ରିକ୍ ଗୁମ୍ଫା ଲଜରେ ଥିବା ଏହି ୨୬୦ ଏକର ସାଇଟ୍ ଆପଣଙ୍କୁ ଭୂତଳ ଜୀବନର ଅନୁଭୂତି ଦେବା ପାଇଁ ପ୍ରସ୍ତୁତ ହୋଇଛି ।

  • |