Home » photogallery » trending » FORMER BCCI SELECTOR KISHAN RUNGTA DIES OF COVID 19 2JDB 020521

ବଡ଼ ଖବର: ବିସିସିଆଇର ପୂର୍ବତନ ଚୟନକର୍ତ୍ତାଙ୍କ ନିଧନ; କରୋନା ସଂକ୍ରମିତ ଥିଲେ

ବିସିସିଆଇର ପୂର୍ବତନ ଚୟନକର୍ତ୍ତା କିଶାନ ରୁଙ୍ଗଟା ଗତ ସପ୍ତାହରେ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ଜୟପୁରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଭାରତୀୟ କ୍ରିକେଟ୍ ଜଗତର ଏହି ଭେଟେରାନ୍ କରୋନା ମହାମାରୀ ସହ ଲଢ଼େଇ କରି ଶେଷରେ ହାରିଯାଇଛନ୍ତି ।

  • |