ବିସିସିଆଇ ସୂତ୍ର ତାଙ୍କ ମୃତ୍ୟୁକୁ ନିଶ୍ଚିତ କରି ପିଟିଆଇକୁ କହିଛି ଯେ ରାଜସ୍ଥାନର ପ୍ରଥମ ଶ୍ରେଣୀ କ୍ରିକେଟର ତଥା ପୂର୍ବତନ ଜାତୀୟ ଚୟନକର୍ତ୍ତା କିଶାନ ରୁଙ୍ଗଟା କୋଭିଡ -19 ରେ ମୃତ୍ୟୁ ବରଣ କରିଛନ୍ତି । ରଙ୍ଗଟା 1998 ରେ ସେଣ୍ଟ୍ରାଲ୍ ଜୋନରୁ ଚୟନକର୍ତ୍ତା ଥିଲେ । ସେ 1953 ରୁ 1970 ମଧ୍ୟରେ 59 ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି 2717 ରନ୍ ସ୍କୋର କରିଥିଲେ । (ପ୍ରତୀକାତ୍ମକ ଛବି)