Home » photogallery » trending » FIVE BURNT TO DEATH INSIDE CAR AFTER ROAD ACCIDENT IN PUNJAB 1AD 1711

ପଞ୍ଜାବରେ କାର୍‌ ଓ ଟ୍ରକ୍‌ ମଧ୍ୟରେ ଭୟଙ୍କର ଧକ୍କା ପରେ କାର୍ ଭିତରେ ଜଳି ମଲେ ୫ ଜଣ ଲୋକ

Accident in Punjab: ଏକ ଟ୍ରକ୍ ସହ ଧକ୍କା ହେବା ପରେ କାରରେ ନିଆଁ ଲାଗିଯାଇଥିଲା । କାରରେ ଥିବା ପାଞ୍ଚ ଜଣ ଲୋକ ସେହି ନିଆଁରେ ଜଳି ମରିଥିଲେ । ସେମାନେ ଏକ ରିସେପ୍ସନ୍ ପାର୍ଟିରେ ଯୋଗଦେବା ପରେ ଫେରୁଥିଲେ ।

  • |