ସୋସିଆଲ ମିଡିଆରେ ଗୁରୁବାର ସକାଳରୁ ବିରାଟ କୋହଲି ଟ୍ରେଣ୍ଡ କରୁଛନ୍ତି । କେବଳ ଟ୍ୱିଟର ନୁହେଁ ଇନଷ୍ଟାଗ୍ରାମ ଓ ଫେସବୁକରେ କୋହଲିଙ୍କୁ ତାଙ୍କ ଜନ୍ମଦିନ ପାଇଁ ଶୁଭେଚ୍ଛା ସୁହ ଛୁଟୁଛି । କେବଳ ଫଟୋ ଓ ଟ୍ୱିଟ୍ ନୁହେଁ ଗୁଗୁଲର ପ୍ରଶଂସକମାନେ ବିରାଟ କୋହଲିଙ୍କ ମୋବାଇଲ ନମ୍ବର ମଧ୍ୟ ଖୋଜୁଛନ୍ତି । ଗୁଗୁଲର ସର୍ଚ୍ଚ ଟ୍ରେଣ୍ଡ ଅନୁଯାୟୀ ବିରାଟ କୋହଲିଙ୍କ ଫୋନ୍ ନମ୍ବର ମଧ୍ୟ ଖୋଜା ଯାଇଥିଲା । (Instagram)