Home » photogallery » trending » FAMOUS PERSONS OF COUNTRY DIED FROM HEART ATTACK 3SSD 020921

ଜାଣନ୍ତୁ; ଦେଶର ପ୍ରସିଦ୍ଧ ଲୋକ ଯେଉଁମାନଙ୍କର ଦେହାନ୍ତ ହୃଦଘାତରେ ହୋଇଥିଲା

ପ୍ରସିଦ୍ଧ ଟିଭି କଳାକାର ସିଦ୍ଧାର୍ଥ ଶୁକ୍ଳାଙ୍କର ହୃଦଘାତ ମୃତ୍ଯୁ ଖବର ଶୁଣିବା ମାତ୍ରକେ ଅନେକ ପ୍ରସିଦ୍ଧ ଲୋକଙ୍କର ନିଧନ କଥା ମନେ ପଡ଼ିଯାଏ । ଜବାହାରଲାଲଙ୍କଠାରୁ ଆରମ୍ଭ କରି ସିନେମା ଅଭିନେତା ଓମପୁରୀଙ୍କର ମଧ୍ଯ ହୃଦଘାତରେ ମୃତ୍ଯୁ ହୋଇଥିଲା ।

  • |