ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
ଅଭିନେତ୍ରୀ ଏଶା ଗୁପ୍ତାଙ୍କ ତାଜା ଫଟୋ ସବୁ ଦେଖି ତାଙ୍କ ପ୍ରଶଂସକମାନେ କହିଲେ, ‘‘Oh, oh!’’
ମଡେଲିଂରୁ ଅଭିନୟ ଜଗତକୁ ଆସିଥିବା ଏଶା ଗୁପ୍ତା ନିଜ ପ୍ରଶଂସକମାନଙ୍କ ପାଇଁ ନିଜର ସଦ୍ୟ ଫଟୋ ଓ ଭିଡିଓ ପୋଷ୍ଟ କରନ୍ତି । ଯୋଗ କରୁଥିବା ଫଟୋ ହେଉ ବା ସମୁଦ୍ର କୂଳରେ ପୋଜ୍ ଦେଉଥିବା ଫଟୋ ହେଉ, ତାଙ୍କ ଆଲବମ୍ କେବେ ଖାଲି ନ ଥାଏ ।
1/ 21

ମଡେଲିଂରୁ ଅଭିନୟ ଜଗତକୁ ଆସିଥିବା ଏଶା ଗୁପ୍ତା (Esha Gupta) ନିଜ ପ୍ରଶଂସକମାନଙ୍କ ନିଜର ସଦ୍ୟ ଫଟୋ ଓ ଭିଡିଓ ପୋଷ୍ଟ କରନ୍ତି । ଯୋଗ କରୁଥିବା ଫଟୋ ହେଉ ବା ସମୁଦ୍ର କୂଳରେ ପୋଜ୍ ଦେଉଥିବା ଫଟୋ ହେଉ, ଏଶାଙ୍କ ଆଲବମ୍ କେବେ ଖାଲି ନ ଥାଏ । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ୍)